ବୈଶାଖୀ ମେଳା ପଡ଼ିଆରେ ପାଣି : ଖୋଲାଗଲା ରାମଦୋଳି

କଟକ: ବାଣିଜ୍ୟ ମେଳା ପଡ଼ିଆରେ ଜମିଛି ପାଣି। ବାତ୍ୟା ଆଶଙ୍କାରେ ଖୋଲାଗଲା ରାମଦୋଳି। ତଥାପି ଜମୁଛି ଲୋକଙ୍କ ଭିଡ଼ ଆଉ ଜମୁଛି ବ୍ୟବସାୟ। ସୋମବାର ସଂଧ୍ୟାରେ ବର୍ଷା ସତ୍ତ୍ୱେ ମେଳା ପଡ଼ିଆରେ ୪୦ହଜାରରୁ ଅଧିକ ଲୋକ ଜମା ହୋଇଥିବା ବେଳେ ପାଖାପାଖି ୫୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ଆକଳନ କରାଯାଉଛି। ବାତ୍ୟା ଆଶଙ୍କା ଥିବାରୁ ଅଘଟଣ ଏଡାଇବାକୁ ପୁଲିସ ପରାମର୍ଶରେ ଆଜି ରାମଦୋଳି ଖୋଲାଯାଇଛି। କିନ୍ତୁ ଆସନ୍ତାକାଲି ବାତ୍ୟା … Continue reading ବୈଶାଖୀ ମେଳା ପଡ଼ିଆରେ ପାଣି : ଖୋଲାଗଲା ରାମଦୋଳି